
ବାଲିଗୁଡ଼ା,୩୦/୫{ ସୁକାନ୍ତ କୁମାର ତ୍ରିପାଠୀ } : ବାଲିଗୁଡା ଏନଏସି ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସପ୍ତମ ବର୍ଷ ପୃତ୍ତି ଅବସରରେ ବାଲିଗୁଡା ବିଜେପି ତରଫରୁ ମଣ୍ଡଳ ସଭାପତି ଦିବାକର ସାହୁଙ୍କ ନେତୃତ୍ୱରେ ସ୍ଵଛ ଭାରତ ଏବଂ ମାକ୍ସ ସାନିଟାଇଜର ବଣ୍ଟନ କରାଯିବା ସହିତ ବାଲିଗୁଡାର ବିଭିନ୍ନ ୱାର୍ଡରେ କରୋନା ସଚେତନା କାର୍ଯ୍ୟକ୍ରମ କରାଯାଇଥିଲା ! ଏହି କାର୍ଯ୍ୟକ୍ରମରେ ମଣ୍ଡଳ ଉପସଭାପତି ମନୋଜ କୁମାର ରଥ ସାଧାରଣ ସମ୍ପାଦକ ଆଦିକନ୍ଦ ପଟ୍ଟନାୟକ ରମାନନ୍ଦ ଘଡେଇଙ୍କ ସମେତ ସୁରେନ୍ଦ୍ର ପାତ୍ର, ଜଗମୋହନ ପଣ୍ଡା, ଅରବିନ୍ଦ ଡିଗାଲ ଏବଂ ନାରୀ ନେତ୍ରୀ ରୁଫିନା ନାୟକ ପ୍ରମୁଖ ଉପସ୍ଥିତ ଥିଲେ !



