Monday, November 16, 2026
Home ଆଞ୍ଚଳିକ ଦେଶରେ ୨୪ ଘଣ୍ଟାରେ ୧, ୬୫, ୫୫୩ ନୂଆ କରୋନା ସଂକ୍ରମଣ ଚିହ୍ନଟ

ଦେଶରେ ୨୪ ଘଣ୍ଟାରେ ୧, ୬୫, ୫୫୩ ନୂଆ କରୋନା ସଂକ୍ରମଣ ଚିହ୍ନଟ

6

ନୂଆଦିଲ୍ଲୀ, ୩୦/୦୫/୨୧ (ଜିଲ୍ଲା ଖବର) : ଦେଶରେ ଦୌନିକ ସଂକ୍ରମିତ ସଂଖ୍ୟା ହ୍ରାସ ପାଉଛି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧, ୬୫, ୫୫୩ ନୂତନ COVID୧୯ ମାମଲା ଚିହ୍ନଟ ହୋଇଛନ୍ତି ।  କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧.୬୫ ଲକ୍ଷ କରୋନା ଭାଇରସ ହୋଇଥିବା ବେଳେ ୩୪୬୦ ରୋଗୀଙ୍କ ମୃତ୍ୟୁ ଘଟିଛି।

ଏଥି ସହିତ ଦିଲ୍ଲୀ ସରକାର ଲକଡାଉନ୍ ଅବଧି ଜୁନ୍ ୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। କିନ୍ତୁ ଲୋକଙ୍କୁ ନିର୍ମାଣ ଏବଂ କାରଖାନାଗୁଡ଼ିକରେ କାମ କରିବାକୁ ଅନୁମତି ଦିଆଯାଇଛି ।