
୨୭/୦୫/୨୧ (ଜିଲ୍ଲା ଖବର) : ପଳାତକ ହୀରା ବ୍ୟବସାୟୀ ମେହୁଲ ଚୌକସି ଗିରଫ । ଆଣ୍ଟିଗୁଆରୁ ନିଖୋଜ ହେବାପରେ ସ୍ଥାନୀୟ ପୋଲିସ ସର୍ଚ୍ଚ ଅପରେସନ ଜାରି ରଖିଥିଲା। ଏବେ ଡୋମିନସିଆରୁ ମେହୁଲ ଚୌକସି ଗିରଫ ହୋଇଥିବା ସୂଚନା ରହିଛି। କାରବିଆନ୍ ସମୁଦ୍ର ମଧ୍ୟରେ ଏହି ଡୋମିନସିଆ ରହିଛି।
ସୂଚନାନୁସାରେ, ମେହୁଲ ଚୌକସି ନିଖୋଜ ହୋଇଯାଇଥିଲେ । ଆଣ୍ଟିଗୁଆ ଏବଂ ବରବୁଡାରୁ ସେ ନିଖୋଜ ହୋଇଯାଇଥିବା ସୂଚନା ମିଳିଥିଲା। ପୋଲିସ ଏବେ ତାଙ୍କୁ ଧରିବାରେ ସଫଳ ହୋଇଛି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସ୍କାମରେ ଅଭିଯୁକ୍ତ ତଥା ପଳାତକ ଘୋଷିତ ମେହୁଲ ଚୌକସି ଆଣ୍ଟିଗୁଆରୁ ନିଖୋଜ ଥିବା ନେଇ ମିଳିଛି ମିଳିଥିଲା ।



