
ଭୁବନେଶ୍ୱର,୨୭/୦୫/୨୧ (ଜିଲ୍ଲା ଖବର) : ରାଜ୍ୟରେ କମିଛି ସଂକ୍ରମଣ ସଂଖ୍ୟା। କରୋନା ସଂକ୍ରମଣରେ ଲାଗିଲା ବ୍ରେକ୍। ଲଗାତାର କରୋନା ୧୦ ହଜାର ଉପରେ ରହୁଥିବା କରୋନା ଗ୍ରାଫ୍ ଆଜି ତଳ ମୁହାଁ ହୋଇଛି। ରାଜ୍ୟରେ ଦିନକରେ ୬୭୩୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ 3774 ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ରହିଛି 2962।


