Monday, November 16, 2026
Home ଆଞ୍ଚଳିକ କୋଉଠି କେତେ ବର୍ଷା ?

କୋଉଠି କେତେ ବର୍ଷା ?

4

ଭୁବନେଶ୍ଵର,୨୬/୦୫/୨୧ (ଜିଲ୍ଲା ଖବର) : ବାତ୍ୟା ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷାର ପ୍ରକୋପ ଲାଗି ରହିଛି। ବାରିପଦା-କୁସୁମୀ ଅଞ୍ଚଳରେ ସର୍ବାଧିକ ୩୦୪ ମିମି, ଚାନ୍ଦବାଲିରେ ୨୮୮ ମିମି, କେନ୍ଦ୍ରାପଡା ରାଜନଗରରେ ୨୭୫ ମିମି ଏବଂ ଏରସମାରେ ୨୭୧ ମିମି ବର୍ଷା ରେକର୍ଡ କରାଯାଇଛି। ରାଜ୍ୟର ୬୭ଟି ସ୍ଥାନରେ ୧୧୦ ମିମିରୁ ୩୦୪ ମିମି ପର୍ଯ୍ୟନ୍ତ ବର୍ଷା ରେକର୍ଡ କରାଯାଇ ଛି।