Monday, November 16, 2026
Home ଆଞ୍ଚଳିକ ଫନି ଭଳି ୟଶର ରି କର୍ଭ ସମ୍ଭାବନା ନାହିଁ

ଫନି ଭଳି ୟଶର ରି କର୍ଭ ସମ୍ଭାବନା ନାହିଁ

12

୨୬/୦୫/୨୧ (ଜିଲ୍ଲା ଖବର) : ଫନି ବାତ୍ୟା ଭଳି ୟଶ ବାତ୍ୟା ପ୍ରଭାବଶାଳୀ ହେଲେ ମଧ୍ୟ ରି କର୍ଭର କୌଣସି ସମ୍ଭାବନା ନାହିଁ ବୋଲି କହିଛନ୍ତି IMD ଡିଜି ମୃତୁଞ୍ଜୟ ମହାପାତ୍ର।

ବର୍ତମାନ ଉତ୍ତର ଓଡ଼ିଶାର ଭଦ୍ରକ ଓ ବାଲେଶ୍ୱରରେ ବାତ୍ୟା ଅତିକ୍ରମ କରୁଥିବା ବେଳେ ଆଜି ଅପରାହ୍ନରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତିକରି ଝାଡ଼ଖଣ୍ଡ ଆଡେ ମୁହାଁଇବ । ଏହି ସମୟରେ ପପବନର ବେଗ 60ରୁ 70 କିମି ହୋଇ କ୍ରମଶଃ ଦୁର୍ବଳ ହେବ । ଯାହା ପ୍ରଭାବରେ ଅଭନ୍ତରୀଣ ଓଡିଶା ରେ ପ୍ରବଳରୁ ଅତି ପ୍ରବଳ ବର୍ଷ ହେବ । ହେଲେ ବର୍ତ୍ତମାନ ସୁଦ୍ଧା ରି କର୍ଭର ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି