ବାଲେଶ୍ଵର, ୨୬/୦୫/୨୧ (ଜିଲ୍ଲା ଖବର) : ଗାଁ ଭିତରକୁ ମାଡି ଆସିଲା ପାଣି। ବାଲେଶ୍ଵର ସାର୍ଥା ପଞ୍ଚାୟତ ନିକଟରେ ଭାଙ୍ଗିଲା ବନ୍ଧ। ବାଙ୍ଗସିନ ବନ୍ଧ ଭାଙ୍ଗିବାରୁ ପାଣି ଜନବସତିକୁ ମାଡି ଆସିଛି। ଲୋକଙ୍କ ଜିନିଷ ପତ୍ର ପାଣିରେ ଭାସୁଛି। ଚାଷଜମି ଜଳମଗ୍ନ ହୋଇଯାଇଛି। ଅନେକ କ୍ଷୟକ୍ଷତି ହୋଇଛି।