
ପାରାଦୀପ,୨୬/୦୫/୨୧ (ଜିଲ୍ଲା ଖବର) : ପାରାଦୀପରୁ ଆସିଲା ଦୟନୀୟ ଚିତ୍ର। ପାଖାପାଖି ୧୫୦ରୁ ଅଧିକ ଲୋକେ ପୋଲ ତଳେ ଫସିକି ଅଛନ୍ତି। ସରକାର ତାଙ୍କ ପାଖକୁ ଯାଇ ନଥିବା ସେମାନେ କହିଛନ୍ତି। ସରକାରଙ୍କ ନଗ୍ନ ଚିତ୍ର ସାମ୍ନାକୁ ଆସିଛି।
କରୋନା ସହ ବାତ୍ୟାରୁ ରକ୍ଷା ପାଇବା ପାଇଁ ସେମାନେ ଏହାର ଆଶରା ନେଇଛନ୍ତି। ପ୍ରତିବର୍ଷ ସେମାନେ ଏଠାକୁ ଆସନ୍ତି ବୋଲି କହିଛନ୍ତି।



