
ଭୁବନେଶ୍ଵର, : ସ୍ଥଳଭାଗ ଆଡକୁ ମାଡି ଆସୁଛି ‘ୟଶ’। ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁରରେ ଅତି ପ୍ରବଳ ବର୍ଷା ହେବା ସହ ପବନ ମଧ୍ୟ ଜୋରରେ ହେଉଛି। ସମୁଦ୍ର ପାଣି ମାଡି ଆସୁଛି।
ଘଣ୍ଟା ପ୍ରତି ୧୫ କିମି ବଗରେ ମାଡି ଆସୁଛି ବାତ୍ୟା। ଧାମରାରୁ ୬୦ କିମି ଦୂରରେ ‘ୟଶ’ ଥିବାବେଳେ ପାରାଦୀପ ଠାରୁ ୯୦ କିମି ଦୂରରେ ‘ୟଶ’ ରହିଛି।


