Monday, November 16, 2026
Home ଆଞ୍ଚଳିକ ଧାମରାରୁ ୪୦ କିମି ଦୂରରେ ବାତ୍ୟା ‘ୟଶ’

ଧାମରାରୁ ୪୦ କିମି ଦୂରରେ ବାତ୍ୟା ‘ୟଶ’

9

ଭୁବନେଶ୍ଵର, ୨୬/୦୫/୨୧ (ଜିଲ୍ଲା ଖବର) : ବାତ୍ୟା ‘ୟଶ’ ଧାମରାରୁ ୪୦ କିମି ଦୂରରେ ଥିବା ବେଳେ ପାରାଦୀପ ଠାରୁ ୯୦ କିମି ଦୂରରେ  ରହିଛି। ଘଣ୍ଟା ପ୍ରତି ୧୫ କିମି ବଗରେ ମାଡି ଆସୁଛି ବାତ୍ୟା। ଧାମରା ଆଖପାଖରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି।

ବାଲେଶ୍ଵର ଠାରୁ ୧୦୦ କିମି ଦୂରରେ ରହିଛି । ସେହିପରି ଦୀଘାଠାରୁ ୧୦୫ କିମି ଦୂରରେ ରହିଛି ବାତ୍ୟା।  ୧୧ଟା ରୁ ୧ଭିତରେ ଲ୍ୟାଣ୍ଡଫଲ କରିବ ‘ୟଶ’ ।