Sunday, November 15, 2026
Home ଆଞ୍ଚଳିକ ଦୁର୍ବଳ ହେଉଛି ବାତ୍ୟା ‘ୟଶ’

ଦୁର୍ବଳ ହେଉଛି ବାତ୍ୟା ‘ୟଶ’

11

ଭୁବନେଶ୍ଵର,୨୬/୦୫/୨୧ (ଜିଲ୍ଲା ଖବର) : ଦୁର୍ବଳ ହେଉଛି ବାତ୍ୟା। ଚାନ୍ଦବାଲିରେ ସର୍ବାଧିକ ୨୭୩ ମିଲିମିଟର ବର୍ଷା। ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି।

ସମୂଦ୍ରକୂଳରୁ ୯ କିଲୋମିଟର ଯାଏଁ ପାଣି ମାଡିବ। ବର୍ତ୍ତମାନ ସୁଧା ବାତ୍ୟା ‘ୟଶ’ ଧାମରାରୁ ୪୦ କିମି ଦୂରରେ ଥିବା ବେଳେ ପାରାଦୀପ ଠାରୁ ୮୦ କିମି ଦୂରରେ  ରହିଛି। ଘଣ୍ଟା ପ୍ରତି ୧୫ କିମି ବଗରେ ମାଡି ଆସୁଛି ବାତ୍ୟା।