
ଗୁଣପୁର,୨୫/୫(ଜିଲ୍ଲା ଖବର) : ସି ପି ଆଇ (ଏମ ଏଲ) ଲିବରେସନ ତରଫରୁ ଦେଶ ବ୍ୟାପି ଓ ଗୁଣପୁର ଉପଖଣ୍ଡ ର ଲୁଗୁଂରୁତାଲ ଏବଂ ଅନ୍ୟାନ୍ୟ ଗ୍ରାମ ମାନଙ୍କରେ ନକସଲବାଡି ଦିବସ ପାଳନ କରାଯାଇଥିଲା ।
ଦେଶର ଗରିବ, ଆଦିବାସୀ ମେହନତି, ଖଟିଖିଆ, ଶ୍ରମିକ, କୃଷକ ମାନଙ୍କର
ତରଫରୁ କଲିକତାର ଦାର୍ଜିଲିଙ୍ଗ ଜିଲ୍ଲା ର ଏକ ଛୋଟ ଅଞ୍ଚଳ ଯାହାର ନାମ ‘ନକ୍ସଲବାଡି’ ରେ 1940 ମସିହାରେ ହୋଇଥିବା ଆଦୋଂଲନ ରୁ ତେଲେଙ୍ଗାନା,ତେଭାଗା ଭଳି ଅନେକ ରାଜ୍ୟ ଅନ୍ୟାନ୍ୟ ଜିଲ୍ଲା ରେ 1960 ଦଶକରେ ଯେଉଁ ଖାଦ୍ୟ ଆନ୍ଦୋଳନ ହୋଇଥିଲା। ସେଥି ମଧ୍ୟରୁ ”ନକ୍ସଲବାଡି” ଆନ୍ଦୋଳନ ମେ 25, 1967 ମସିହାରେ ଜନ୍ମ ହୋଇଥିଲା।
ସହିଦ୍ ମାନଙ୍କ ବଳିଦାନ ଆଉ ତ୍ୟାଗ କୁ ମନେ ପକାଇବା ପାଇଁ ଆଜି ‘ନକସଲବାଡି’ ଦିବସ ପାଳନ କରାଯାଇଥିଲା ।ତ୍ରିପତି ଗମାଗଂ (ସମ୍ପାଦକ)ସି ପି ଆଇ (ଏମ ଏଲ) ଲିବରେସନ ,ରାୟଗଡ଼ା ଓଡିଶା
ରିପୋର୍ଟରାମନାଥ ମହାନ୍ତି ।




