୨୫/୦୫/୨୧ (ଜିଲ୍ଲା ଖବର) : ପୂର୍ବତନ ଭାରତୀୟ ଧାବକ ମିଲଖା ସିଂହ କରୋନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତ ମଇ ୨୦ ତାରିଖରେ ସେ ପଜିଟିଭ ଚିହ୍ନଟ ହୋଇଥିଲେ। ଫ୍ଲାଇଙ୍ଗ ଶିଖଙ୍କୁ ମୋହାଲିର ଫୋର୍ଟିସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏ ନେଇ ତାଙ୍କ ପୁଅ ସୂଚନା ଦେଇଛନ୍ତି।