Sunday, November 15, 2026
Home ଆଞ୍ଚଳିକ ଏନଡିଆରଏଫ ଚିଫଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର

ଏନଡିଆରଏଫ ଚିଫଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର

11

୨୫/୦୫/୨୧ (ଜିଲ୍ଲା ଖବର) : ବାତ୍ୟା ‘ୟଶ୍’ର ମୁକାବିଲାରେ ଏନଡିଆରଏଫର ପ୍ରସ୍ତୁତି ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏନଡିଆରଏଫ ଚିଫ ଏସଏନ ପ୍ରଧାନଙ୍କ ସହ ଆଲୋଚନା କରିଛନ୍ତି। ପରିସ୍ଥିତିର ମୁକାବିଲା ପାଇଁ NDRF ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ।

ଏଭ୍ୟୁକେସନ୍ ଡ୍ରାଇଭକୁ କାର୍ଯ୍ୟକାରୀ କରିବା ଏବଂ ଉଦ୍ଧାର ଓ  ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ସମସ୍ତ ସହାୟତା ପ୍ରଦାନ କରିବାକୁ କେନ୍ଦ୍ରମନ୍ତ୍ରୀ  ତାଙ୍କୁ କହିଛନ୍ତି।