Friday, November 13, 2026
Home ଆଞ୍ଚଳିକ ଦିଲ୍ଲୀ ପରେ ଏହି ରାଜ୍ୟ ବଢାଇଲା ଲକଡାଉନ ଅବଧି

ଦିଲ୍ଲୀ ପରେ ଏହି ରାଜ୍ୟ ବଢାଇଲା ଲକଡାଉନ ଅବଧି

19

୨୪/୦୫/୨୧ (ଜିଲ୍ଲା ଖବର) : ହରିୟାଣାରେ ଲକଡାଉନ ଭଳି ଲାଗୁ ହୋଇଥିବା ‘ ସୁରକ୍ଷିତ ହରିୟାଣା ‘ କଟକଣାକୁ ବଢାଇଛନ୍ତି ସରକାର । ।  ଆଉ ସପ୍ତାହେ ଅର୍ଥାତ ମେ 31 ସକାଳ 5 ଟା ପର୍ଯ୍ୟନ୍ତ କଟକଣା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ହରିୟାଣା ସରକାର ।  ପୂର୍ବରୁ ଦିଲ୍ଲୀ ସରକାର ମଧ୍ୟ ମେ 31 ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି କରିଛନ୍ତି ।

ସେହିପରି ଉତ୍ତରପ୍ରଦେଶରେ ମଧ୍ୟ ଲକଡାଉନ ଅବଧି ମେ 31 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ମେ 3 ରେ ସଂକ୍ରମଣ ଚେନରେ ବ୍ରେକ୍ ଲଗାଇବାକୁ ହରିୟାଣା ସରକାର ଲକଡାଉନ ଲାଗୁ କରିଥିଲେ । ପରେ ପରିସ୍ଥିତିକୁ ଦେଖି ମେ 9 ଓ ମେ 16 ରେ ଏହାର ଅବଧି ବୃଦ୍ଧି କରିଥିଲେ ।