
ହିଞ୍ଜିଳିକାଟୁ,୨୨/୫(ଜିଲ୍ଲା ଖବର) : ବିବାହ ଭୋଜି ପଣ୍ଡ କଲେ ହିଞ୍ଜିଳି ପ୍ରଶାସନ, ଭୋଜି ରୁ ଜପ୍ତ ହୋଇଥିବା ଖାଦ୍ୟ ସାମଗ୍ରୀ ହିଞ୍ଜିଳି ମୁନିସିପାଲିଟି ର ନିହାତି ଆବଶ୍ୟକତା ଲୋକ ମାନଙ୍କୁ ବଣ୍ଟନ କରା ଯାଇଥିଲା l ହିଞ୍ଜିଳି ଥାନାର ଭାରପ୍ରାପ୍ତ ଅଧିକାରି ଶ୍ରୀ ଅଭିମନ୍ୟୁ ଦାସ ହିଞ୍ଜିଳି ତହସିଲଦାର ଶ୍ରୀ ପ୍ରଭାତ କୁମାର ପରିଡା ସମେତ ଅନ୍ୟ ସବୁ ଅଧିକାରି ଉପସ୍ଥିତ ଥିଲେ
ହିଂଜିଳି କାଟୁ ରଜନୀକାନ୍ତ ପାତ୍ର





