Sunday, November 15, 2026
Home ଆଞ୍ଚଳିକ ନିଜକୁ ସେନା କର୍ମଚାରୀ ଦର୍ଶାଇ ଠକି ନେଲା 1.80 ଲକ୍ଷ

ନିଜକୁ ସେନା କର୍ମଚାରୀ ଦର୍ଶାଇ ଠକି ନେଲା 1.80 ଲକ୍ଷ

13

ପୁରୀ, ୨୧/୦୫/୨୧ (ଜିଲ୍ଲା ଖବର) : 1.80 ଲକ୍ଷ ଠକେଇ ଅଭିଯୋଗରେ ଯୁବକ ଗିରଫ। ନିଜକୁ ସେନା କର୍ମଚାରୀ ଦର୍ଶାଇ ପ୍ରଭାସ ସେଠୀ ନାମକ ଜଣେ ଯୁବକ ସାକ୍ଷୀଗୋପାଳ ବଜାରରେ ଥିବା ଜନସେଵା କେନ୍ଦ୍ରରେ ୧. ୮୦ ଲକ୍ଷ ଟଙ୍କା ଠକେଇ କରିଛନ୍ତି । ଏନେଇ ଅପରେଟର କାଳୀ ପ୍ରସାଦ ମହାପାତ୍ର ସତ୍ୟବାଦୀ ଥାନା ରେ କେସ୍ ନଂ ୨୧୦/ ୨୧ ରେ ଅଭିଯୋଗ କରିଥିଲେ । ପରେ ଠକେଇ ମାମଲାରେ ପୋଲିସ ଅଭିଯୁକ୍ତ ପ୍ରଭାସ କୁମାର ସେଠୀ ଙ୍କୁ ଗିରଫ କରିଥିବା ଜଣାପଡିଛି।