Wednesday, November 11, 2026
Home ଆଞ୍ଚଳିକ ସାନିଟାଇଜ ହେଲା ଚନ୍ଦ୍ରପୁର ଗୋଷ୍ଠୀ ସ୍ୱlସ୍ତ୍ୟ କେନ୍ଦ୍ର

ସାନିଟାଇଜ ହେଲା ଚନ୍ଦ୍ରପୁର ଗୋଷ୍ଠୀ ସ୍ୱlସ୍ତ୍ୟ କେନ୍ଦ୍ର

93

ଚନ୍ଦ୍ରପୁର,୧୯/୫(ଜିଲ୍ଲା ଖବର) : ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସାନିଟାଇଜ କରାଯାଇଛି। କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ତରଫରୁ ।

ସାନିଟାଇଜ ହେଲା l ଅଗ୍ନିଶମ ବିଭାଗର ଗୋଟିଏ ଗାଡିରେ ସୋଡିୟମ ହାଇପୋକ୍ଲୋରାଇଡ଼ କେମିକାଲ ଯୁକ୍ତ ପାଣି ସ୍ପ୍ରେ କରାଯାଇଛି। କେନ୍ଦ୍ରାଧିକାରି ଦମକଳ କେନ୍ଦ୍ର, ଚନ୍ଦ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ତତ୍ତ୍ୱାବଧାନରେ ଚନ୍ଦ୍ରପୁର ଅଗ୍ନିଶମ କେନ୍ଦ୍ରର କର୍ମଚାରୀ ଏଥିରେ ସାମିଲ ହୋଇଥିଲେ। ସେମାନେ ହେଲେ ସଂକୀର୍ତନ ସାହୁ, ନବୀନ ଚନ୍ଦ୍ର ଓ ଅନ୍ୟାନ୍ନ କର୍ମଚାରୀ ଉପସ୍ଥିତଥିଲେ l

ରିପୋର୍ଟ, କୈଳାସ ମାଳବିଶୋଇ