Monday, November 16, 2026
Home ଆଞ୍ଚଳିକ ନେପାଳରେ 5.8 ତୀବ୍ରତାର ଭୂକମ୍ପ

ନେପାଳରେ 5.8 ତୀବ୍ରତାର ଭୂକମ୍ପ

7

୧୯/୦୫/୨୧ (ଜିଲ୍ଲା ଖବର) :  ନେପାଳରେ ଭୂକମ୍ପ ।  ଭୂକମ୍ପର କେନ୍ଦ୍ରସ୍ଥଳ ଲାମଜଙ୍ଗ ଜିଲ୍ଲାର ଭୁଲଭୁଲରେ ଅବସ୍ଥିତ । ଏହାର ତୀବ୍ରତା ରହିଛି  5.8 ମ୍ୟାଗ୍ନିଚ୍ୟୁଡ ।  ଜାତୀୟ ଭୂକମ୍ପ ମନିଟରିଂ ଆଣ୍ଡ ରିସର୍ଚ୍ଚ ସେଣ୍ଟରର ମୁଖ୍ୟ ଭୂକମ୍ପ ବିଶେଷଜ୍ଞ ଡକ୍ଟର ଲୋକ ବିଜୟ ଅଧିକାରୀଙ୍କ ସୂଚନା ।