Saturday, November 14, 2026
Home ଆଞ୍ଚଳିକ ଚିହ୍ନଟ ହେଲେ ୧୦୩୨୧ କରୋନା ପଜିଟିଭ୍

ଚିହ୍ନଟ ହେଲେ ୧୦୩୨୧ କରୋନା ପଜିଟିଭ୍

10

ଭୁବନେଶ୍ୱର, ୧୮/୦୫/୨୧ (ଜିଲ୍ଲା ଖବର) : ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି ମହାମାରୀ । ୧୦ ହଜାର ତଳକୁ ଖସୁନି ଦୈନିକ ସଂକ୍ରମଣ। ଗତ ୨୪  ଘଣ୍ଟା ମଧ୍ୟରେ ୧୦୩୨୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Covid-19 Report For 17th May

New Positive Cases: 10321
In quarantine: 5779
Local contacts: 4542

(Details of local contacts will be shared by concerned Dist Administration)

District Wise Cases:

1. Angul: 471
2. Balasore: 269
3. Bargarh: 320
4. Bhadrak: 350
5. Balangir: 291 — I & PR Department, Odisha (@IPR_Odisha) May 18, 2021

ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୩୩୩୦୨ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୭୭୯ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୪୫୪୨ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।