Monday, November 16, 2026
Home ଆଞ୍ଚଳିକ ବେକାବୁ କରୋନା, ଚିହ୍ନଟ ହେଲେ ୩ ଲକ୍ଷ ୪୩ ହଜାର ୧୪୪ ଆକ୍ରାନ୍ତ

ବେକାବୁ କରୋନା, ଚିହ୍ନଟ ହେଲେ ୩ ଲକ୍ଷ ୪୩ ହଜାର ୧୪୪ ଆକ୍ରାନ୍ତ

17

ନୂଆଦିଲ୍ଲୀ,୧୪/୦୫/୨୧ (ଜିଲ୍ଲା ଖବର) : ସାରା ଦେଶରେ ଦିନକୁ ଦିନ କରୋନା କାୟା ବିସ୍ତାର କରି ଚାଲିଛି। ଆଜି ବି ଦେଶରେ ୩ ଲକ୍ଷ ୪୩ ହଜାର ୧୪୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ୩ ଲକ୍ଷ ୪୪ ହଜାର ୭୭୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ସେପଟେ ଆଜି ଦେଶରେ ୪ ହଜାର ଜଣଙ୍କ ମୁଣ୍ଡ ନେଇଛି କରୋନା।

https://platform.twitter.com/embed/Tweet.html?dnt=false&embedId=twitter-widget-0&features=eyJ0ZndfZXhwZXJpbWVudHNfY29va2llX2V4cGlyYXRpb24iOnsiYnVja2V0IjoxMjA5NjAwLCJ2ZXJzaW9uIjpudWxsfSwidGZ3X2hvcml6b25fdHdlZXRfZW1iZWRfOTU1NSI6eyJidWNrZXQiOiJodGUiLCJ2ZXJzaW9uIjpudWxsfSwidGZ3X3R3ZWV0X2VtYmVkX2NsaWNrYWJpbGl0eV8xMjEwMiI6eyJidWNrZXQiOiJjb250cm9sIiwidmVyc2lvbiI6bnVsbH19&frame=false&hideCard=false&hideThread=false&id=1393054194756571139&lang=en&origin=https%3A%2F%2Fargusnews.in%2Farticle%2Fnational%2Fcoronavirus-lockdown-in-india-covid-19-cases-vaccine-news-live-updates-14-may&sessionId=fe2e975becc8ef44b1c0cda89a3607c8f503c9db&theme=light&widgetsVersion=82e1070%3A1619632193066&width=550px

ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୪୦ ଲକ୍ଷ ୪୬ ହଜାର ୮୦୯ ଜଣରେ ପହଞ୍ଚିଛି। ସେହିପରି ଏଯାବତ ୨ ଲକ୍ଷ ୬୨ ହଜାର ୩୧୭ ଜଣ କରୋନାରେ ପ୍ରାଣ ହରାଇ ସାରିଲେଣି। ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି ।