Monday, November 16, 2026
Home ଆଞ୍ଚଳିକ ଅକ୍ଷୟ ତୃତୀୟାରେ ଚାଷୀଙ୍କୁ କାଳିଆ ଟଙ୍କା

ଅକ୍ଷୟ ତୃତୀୟାରେ ଚାଷୀଙ୍କୁ କାଳିଆ ଟଙ୍କା

10

ଭୁବନେଶ୍ଵର, ୧୪/୦୫/୨୧ (ଜିଲ୍ଲା ଖବର) : ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା । ଏହାଦ୍ବାରା ରାଜ୍ୟର 53 ଲକ୍ଷ ଚାଷୀ ଉପକୃତ ହେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,12 ଶହ 72 କୋଟି କାଳିଆ ଯୋଜନାର ସହାୟତା ରାଶି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଶୁକ୍ରବାର ଅପରାହ୍ନ 5ଟାରେ ଚାଷୀଙ୍କୁ ସହାୟତା ରାଶି ପ୍ରଧାନ କରିବେ ।