Wednesday, November 18, 2026
Home ଆଞ୍ଚଳିକ ସାଧାରଣ ଲୋକ ଙ୍କ ଚାଲାଣ କାଟ କିନ୍ତୁ ସରକାରୀ ବାବୁ ଙ୍କୁ ମାପ୍

ସାଧାରଣ ଲୋକ ଙ୍କ ଚାଲାଣ କାଟ କିନ୍ତୁ ସରକାରୀ ବାବୁ ଙ୍କୁ ମାପ୍

157

ହିଞ୍ଜିଳିକାଟୁ,୧୪/୫(ଜିଲ୍ଲା ଖଵର) : ସାରା ବିଶ୍ବ ଏବେ ମହା ମାରି କୋରାନା ରେ ଆତଙ୍କିତ ଏଥରୁ ବଞ୍ଚିବାକୁ ହେଲେ ମାସ୍କ ପିନ୍ଧିବା ସାମାଜିକ ଦୂରତା ପାଳନ କରିବା ଏହାର ପ୍ରଥମ ଲକ୍ଷ୍ୟ ଏହା କୁ ଅବମାନନା କଲେ ଦଣ୍ଡ ବି ରହିଛି କିନ୍ତୁ ଏହା ଅଵମାନନା କରିବା ଦୃଶ୍ୟ ଏବେ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଛି ଏହା ଆଉ କୋଠି ନୁହେଁ ଖୋଦ ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ର ବୁରୁପଡ଼ା ରେ ଦେଖିବାକୁ ମିଳିଛି ।
ଆହୁରି ଏମାନେ କୁଆଡେ ସରକାରୀ ବାବୁ ଲୋକଙ୍କୁ ଏମାନେ ସଚେତନ ବାର୍ତ୍ତା ଦେବେ କଣ ?କାହା ଆଶୀର୍ବାଦରେ ଦବଙ୍ଗଗିରି ?ଉପର ଆଡୁ କାହାର ରହିଛି ଆଶୀର୍ବାଦ ଜିଲ୍ଲାପାଳଙ୍କ ନା ଆଉ କାହାର
କାହା ବଳରେ ବଳିୟାନ ଏହି ଅଧିକାରୀ ଜଣଙ୍କ ବିନା ମାସ୍କରେ ବୁଲୁଛନ୍ତି ହିଂଜିଳି ବ୍ଲକ ର ବୁରୁପଡା ଆରଆଇ ସୁଧାଂଶୁ ପାଣିଗ୍ରାହୀ କଣ ଏହା ସଚେତନତା ନା ବଡ଼ ବାବୁ କୁ ମାଫ ଏହି ବାବୁଙ୍କ ପାଇଁ ନାହିଁ କି ଦଣ୍ଡ କେତେବେଳେ ଅଧା ମାସ୍କ ଓ କେତେବେଳେ ପୁରା ଖାଲି ଏହା କୁ ଦେଖି ବୁଦ୍ଧି ଯିବି ମହଲରେ ନା ପସନ୍ଦ କରିଛନ୍ତି ।

ରିପୋର୍ଟ, ରଜନୀ ପାତ୍ର ।