
ଚନ୍ଦ୍ରପୁର ,୧୨/୫(କୈଳାସ ମାଳାବିଶୋଇ) : ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମା ସରକାରୀ ନୋଡାଲ ସ୍କୁଲ ଠାରେ ପ୍ରଥମ ଶ୍ରେଣୀ ଠାରୁଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ 400 ଜଣ ଛାତ୍ର ଛାତ୍ରୀ ଅଧୟନ କରୁଛନ୍ତିସେମାନଙ୍କ ମଧ୍ୟରେ ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ଠାରେ 70 ଜଣ ଛାତ୍ର ଛାତ୍ରୀଙ୍କୁ 7 kgଓ ଷଷ୍ଠ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କୁ 10.kg500 ଗ୍ରାମ ଲେଖାଏଁ ଚାଉଳ ବଣ୍ଟନ କରାଯିବା ସହିତ ପାଠ୍ୟ ପୁସ୍ତକ ବଣ୍ଟନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରେମାନନ୍ଦ ଲିମା ଙ୍କ ନେର୍ତ୍ତୋତରେ ଅନ୍ୟାନ୍ନ ଶିକ୍ଷକ, ଶିକ୍ଷୟତ୍ରୀ ଉପସ୍ଥିତ ରହି ବଣ୍ଟନ କରିଥିଲେ l



