Friday, November 13, 2026
Home ଆଞ୍ଚଳିକ ଜଟଣୀ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ଚିକିତ୍ସା ଅବହେଳା

ଜଟଣୀ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ଚିକିତ୍ସା ଅବହେଳା

43

ଜଟଣୀ,୧୨/୫(ଜିଲ୍ଲା ଖଵର) : ବର୍ତମାନ ସମୟରେ ପ୍ରତ୍ୟେକ ଘରେ ଜ୍ୱର,ଖାସ,ଥଣ୍ଡା,କଫ ଇତ୍ୟାଦି ରୋଗୀ ଦେଖିବାକୁ ମିଳୁଛନ୍ତି । ଚଳିତ ମହାମାରୀ କରୋନା ସଂକ୍ରମଣକୁ ନିୟନ୍ତ୍ରଣାଧିନ ରଖିବାଲାଗି ସରକାରଙ୍କ ପକ୍ଷରୁ ଲୋକମାନଙ୍କୁ ସଚେତନତା କରାଯାଉଛି । ତେଣୁ ଏହି ପ୍ରରିପ୍ରେକ୍ଷୀରେ ଜଟଣୀରେ ରହିଥିବା ଏକମାତ୍ର ସରକାରୀ ଡାକ୍ତରଖାନା ଜଟଣୀ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭରଶିଳ । ହସ୍ପିଟାଲକୁ ଆସୁଥିବା ପ୍ରତ୍ୟେକ ରୋଗୀଙ୍କୁ କରୋନା ସଂକ୍ରମିତ ଦୃଷ୍ଟିରେ ରୋଗୀ ଓ ଚିକିତ୍ସକ ଉଭୟେ ରୋଗୀମାନଙ୍କୁ ଦେଖୁଥିବା ରୋଗୀର ସମ୍ପର୍କିୟମାନେ କହିଛନ୍ତି । ଏହା ବ୍ୟତିତ କରୋନା ଜନିତ ଟେଷ୍ଟ ଓ ଟିକାକରଣରେ ଚିକିତ୍ସକମାନେ ମାତିଥିବା ବେଳେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଆସୁଥିବା ରୋଗୀମାନେ ଚିକିତ୍ସା ପାଉନଥିବା ଅଭିଯୋଗ କରୁଛନ୍ତି ।

ରିପୋର୍ଟ,ସଞ୍ଜୀବ କୁମାର