Monday, November 16, 2026
Home ଆଞ୍ଚଳିକ କଳିଂଗ ଯୁବ ସେନା ସମାଜିକ ଅନୁଷ୍ଠାନ କିନ୍ତୁ ଆଗେଇ ଆସିଛି ଯିବଜନ୍ତୁ ଙ୍କ ମୁହଁରେ ଦାନା...

କଳିଂଗ ଯୁବ ସେନା ସମାଜିକ ଅନୁଷ୍ଠାନ କିନ୍ତୁ ଆଗେଇ ଆସିଛି ଯିବଜନ୍ତୁ ଙ୍କ ମୁହଁରେ ଦାନା ଯୋଗାଈବ

57

ଖୋର୍ଦ୍ଧା,୧୦/୫(ଜିଲ୍ଲା ଖଵର) : କରୋନା ସଂକ୍ରମଣ ରେ ବ୍ରେକ ଲଗେଇବା ପାଇଁ ରାଜ୍ୟ ସରକାର ମେ 5ତାରିଖରୁ ରାଜ୍ୟ ସାରା ଲକ୍ ଡାଉନ୍ ର ବ୍ୟବସ୍ଥା କରିଛନ୍ତି। ଏହି ଲକ୍ ଡାଉନ୍ ସମୟରେ ବାହାରେ ବୁଲୁଥିବା ଗାଈ, ଷଣ୍ଢ, କୁକୁର, ମାଙ୍କଡ଼ ମାନଙ୍କ ଖାଇବା କଥା ସମସ୍ତେ ଭୁଲି ଯାଇଥିବା ବେଳେ କଳିଂଗ ଯୁବ ସେନା ସମାଜିକ ଅନୁଷ୍ଠାନ କିନ୍ତୁ ଆଗେଇ ଆସିଛି ଏହି ଯିବଜନ୍ତୁ ଙ୍କ ମୁହଁରେ ଦାନା ଯୋଗାଇବା ପାଇଁ। ଅନୁଷ୍ଠାନର ସଭ୍ୟ ମାନେ
ଶୈଳଶ୍ରୀ ବିହାର,ନିଳାଦ୍ରୀ ବିହାର, ଡମଣା,ଇନ୍ଫୋସିଟି ଛକ,ପଟିଆ ଛକ, ଶିଶୁ ବିହାର,କିଟ ଛକ, କାନନ ବିହାର, ପଟିଆ ଅଂଚଳର ବାହାରେ ବୁଲୁଥିବା ଗାଈ, ବାଛୁରୀ,ଷଣ୍ଢ, କୁକୁର ମାନଙ୍କ ସହ ଖଣ୍ଡଗିରି ଅଞ୍ଚଳରେ ଥିବା ମାଙ୍କଡ଼ ମାନଙ୍କୁ ଖାଦ୍ୟ ଯୋଗାଇ ପାରୁଥିବାରୁ ସଭ୍ୟ ମାନେ ବହୁତ ଖୁସୀ ଅଛନ୍ତି।

ରୀପୋର୍ଟ ,ସଞ୍ଜୀବ କୁମାର