Sunday, November 15, 2026
Home ଆଞ୍ଚଳିକ ସଟଡାଉନରେ ଅମାନିଆଙ୍କୁ ନିବେଦନ କଲେ ପୋଲିସ କର୍ମଚାରୀ

ସଟଡାଉନରେ ଅମାନିଆଙ୍କୁ ନିବେଦନ କଲେ ପୋଲିସ କର୍ମଚାରୀ

22

ସମ୍ବଲପୁର,୦୮/୦୫/୨୧ (ଜିଲ୍ଲା ଖବର) :  ପୋଲିସ କର୍ମଚାରୀଙ୍କ ମହାନିୟତା  । ସଟଡାଉନରେ ଅମାନିଆଙ୍କୁ ନିବେଦନ କଲେ ପୋଲିସ କର୍ମଚାରୀ । ଏ ହେଉଛି ସମ୍ବଲପୁର ଲକ୍ଷ୍ମି  ଟକିଜ ନିକଟର ଦୃଶ୍ୟ । ହାବିଲଦାର କାର୍ତ୍ତିକ ଚନ୍ଦ୍ର ଅମାନିଆମାନଙ୍କୁ ସଟଡାଡ଼ନ କଟକଣା ମାନିବା ପାଇଁ ହାତ ଯୋଡି ନିବେଦନ କରୁଛନ୍ତି ଏବଂ ଦରକାର ଥିଲେ ଗାଡି ନୁହଁ ପାଦରେ ଚାଳି ଚାଲି ଯିବାକୁ ଅନୁରୋଧ କରୁଛନ୍ତି । କରୋନା କହର ସମୟରେ ଅମାନିଆମାନେ ସଟଡାଉନକୁ ଖାତିର ନକରି ବିଭିନ୍ନ ଆଳ ଦେଖାଇ ବାହାରେ ବୁଲାବୁଲି କରୁଛନ୍ତି। ତେବେ ଏହି ଅମାନିଆମାନଙ୍କୁ ହାତଯୋଡି ବିନମ୍ର ସହକାରେ ନିବେଦନ କରୁଛନ୍ତି  ହାବିଲଦାର ।