
ଚନ୍ଦ୍ରପୁର,୭/୫(ଜିଲ୍ଲା ଖଵର) : ରାୟଗଡ଼ା ଜିଲ୍ଲାର ଚନ୍ଦ୍ରପୁର ସହର ଏକ ଜନଗହଳି ସହର ଅଟେ ଏଠି ପଡସି ଗଜପତି କନ୍ଧମାଳ ଦୁଇ ଟି ଜିଲ୍ଲାର ବେପାର ର ପେଣ୍ଠ ସ୍ଥଳୀ ଚନ୍ଦ୍ରପୁର ସହର।ଲୋକ ଙ୍କ ଗମନାଗମନ ଚଳ ପ୍ରଚଳ କୁ ଆଖିରେ ରଖି ଚନ୍ଦ୍ରପୁର ତହସିଲ୍ ଦାର ଓ ତାଙ୍କ ଟିମ଼ ସାଥୀ ରେ ଚନ୍ଦ୍ରପୁର ଥାନା ଆଇ ଆଇ ସି ଶ୍ରୀ ମୁକୁନ୍ଦଦେବ ନାୟକ
କରନା ସଂକ୍ରମଣ ର ଚେନ କୁ ଭାଙ୍ଗିବା ପାଇଁ ସରକାରଙ୍କ ଆଜି ଠୁ 15 ଦିନିଆ ଲକ ଡାଉନ ଘଷଣା କରାଯାଇଥିବା ବେଳେ , ତାର ପ୍ରଭାବ ଚନ୍ଦ୍ରପୁର ରେ ଦେଖିବାକୁ ମିଳିଛି । ବିଧିବଧ ପୋଲିସ ର ନଜର ସମସ୍ତଙ୍କ ଉପରେ ରହିଛି । ସମସ୍ତ ଗାଡି ଗୁଡିକୁ ତନଖି କରି ଚନ୍ଦ୍ରପୁର iic ସ୍ଥିତି କୁ ଜଗିରହିଥିବା ବେଳେ , ଅଧିକାଂଶ ଦୋକାନ ବଜାର ବନ୍ଦ ରହିଛି । ତେବେ ଅତ୍ୟାବଶ୍ୟକ ଜିନିସ ଛଡା ଆଉ ସବୁ ଦୋକାନ ବନ୍ଦ ରହିଥିବା ଦେଖୁବାକୁ ମିଳିଥିବା ବେଳେ ଗହଳି ଭିଡ଼ ଆଉ ଦେଖିବାକୁ ମିଳିନି l
ଚନ୍ଦ୍ରପୁର ,କୈଳାସ ମାଳାବିଶୋଇ






