Thursday, November 12, 2026
Home ଆଞ୍ଚଳିକ କୋରୋନା ମୁକାବିଲା ନେଇ ଭାରତ ସରାକରଙ୍କ ପିଏସୟୁ ମାନଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

କୋରୋନା ମୁକାବିଲା ନେଇ ଭାରତ ସରାକରଙ୍କ ପିଏସୟୁ ମାନଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

17

୦୬/୦୫/୨୧ (ଜିଲ୍ଲା ଖବର) : ଭାରତ ସରାକରଙ୍କ ପିଏସୟୁ ମାନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ କିପରି ଭାବରେ କୋରୋନା ମୁକାବିଲା କରାଯାଇପାରିବ । କୋରୋନା ମୁକାବିଲାରେ କିପରି ଭାବରେ ପିଏସୟୁ ମାନଙ୍କର କେମିତି ବଡ ଯୋଗଦାନ ରହିବ ସେ ସଂପର୍କରେ ଆଲୋଚନା କରାଯିବ । ବିଶେଷ କରି ସାଧାରଣ ଲୋକଙ୍କୁ ଚିକିତ୍ସା ସେବା ଅଧିକରୁ ଅଧିକ ମାତ୍ରାରେ ଯାଗାଇ ଦିଆଯିବ, ସେନେଇ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି ।