Saturday, November 14, 2026
Home ଆଞ୍ଚଳିକ ପୁଣି ଆସାମରେ ଭୂକମ୍ପ

ପୁଣି ଆସାମରେ ଭୂକମ୍ପ

5

୦୬/୦୫/୨୧ (ଜିଲ୍ଲା ଖବର) : ପୁଣି ଥରିଲା ଆସାମ । ଆମାସର ତେଜପୁରରେ 3.6 ତୀବ୍ରତାର ଭୂକମ୍ପ ଅନୁଭୁତ ହୋଇଥି । ଏନେଇ ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି । ତେବେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିପାରିନାହିଁ ।  

ସୂଚନାଯୋଗ୍ୟ, ନିକଟରେ ଆସାମର ସୌତିନପୁରରେ ଭୟାବହ ଭୂକମ୍ପ ହୋଇଥିଲା । ରିକ୍ଟର ସ୍କେଲର ତୀବ୍ରତା ଥିଲା 6.4 । ତେବେ ଅନେକ ଲୋକଙ୍କ ଘରେ ଫାଟ ସୃଷ୍ଟି ହେବା ସହ ଅନେକ କ୍ଷୟକ୍ଷତି ମଧ୍ୟ ହୋଇଥିଲା । ଏନେଇ କେନ୍ଦ୍ର ସରକାର ସମସ୍ତ ସହାୟତା ୟୋଗାଇଦେବାକୁ ଘୋଷମା କରିଥିଲେ ।