
୦୬/୦୫/୨୧ (ଜିଲ୍ଲା ଖବର) : ଏବିଭିପି ତରଫରୁ କେନ୍ଦୁଝରରେ ଲୋକମାନଙ୍କୁ କରୋନା ନେଇ ସଚେତନ କରାଯାଇଛି। କେନ୍ଦୁଝର ଜିଲ୍ଲା ଭଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ କର୍ମୀଙ୍କ ଅଭାବ ହେତୁ ପରିଷଦର କାର୍ଯ୍ୟକର୍ତ୍ତାମାନେ ସେଠାକୁ ଯାଇ ଲୋକମାନକୁ କୋରନା ସଚେତନତା କରେଇବା ସହ ମାସ୍କ,ସାନିଟାଇଜର ବଣ୍ଟନ କରିଥିଲେ ।
https://platform.twitter.com/embed/Tweet.html?dnt=false&embedId=twitter-widget-2&features=eyJ0ZndfZXhwZXJpbWVudHNfY29va2llX2V4cGlyYXRpb24iOnsiYnVja2V0IjoxMjA5NjAwLCJ2ZXJzaW9uIjpudWxsfSwidGZ3X2hvcml6b25fdHdlZXRfZW1iZWRfOTU1NSI6eyJidWNrZXQiOiJodGUiLCJ2ZXJzaW9uIjpudWxsfX0%3D&frame=false&hideCard=false&hideThread=false&id=1389837226884800512&lang=en&origin=https%3A%2F%2Fargusnews.in%2Farticle%2Fnational%2F3-terrorists-killed-in-encounter-with-security-forces-in-j-k-s-shopian-district&sessionId=cdac8241891dccb7a9a199fdc8a16fb64d14be33&theme=light&widgetsVersion=82e1070%3A1619632193066&width=550px
ଏହି ସଚେତନତା କାର୍ଯ୍ୟକ୍ରମ ଲଗାତାର ଚାରିଦିନ ହେବ ଚାଲିଥିବା ବେଳେ ଆଗକୁ ମଧ୍ୟ ଜାରି ରହିବ ବୋଲି ଜିଲ୍ଲା ସଂଯୋଜକ ଦିବ୍ୟଜ୍ୟୋତି ନନ୍ଦ କହିଛନ୍ତି।




