Monday, November 16, 2026
Home ଆଞ୍ଚଳିକ ସର୍ବାଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଆଜି ୧୭ ଜଣଙ୍କ ପ୍ରାଣ ନେଲା ମହାମାରୀ

ସର୍ବାଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଆଜି ୧୭ ଜଣଙ୍କ ପ୍ରାଣ ନେଲା ମହାମାରୀ

30

ଭୁବନେଶ୍ୱର, ୦୬/୦୫/୨୧ (ଜିଲ୍ଲା ଖବର) :  ବଢ଼ୁଛି ସଂକ୍ରମଣ, ଯାଉଛି ଜୀବନ। ଆଜି ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତଙ୍କ ଜୀବନ ନେଇଛି ମହାମାରୀ।  ମାତ୍ର ୨୪ ଘଂଟାରେ ରାଜ୍ୟରୁ ୧୭ ଜଣଙ୍କ ପ୍ରାଣ ନେଇଛି କରୋନା । କହିବାକୁ ଗଲେ ରାଜ୍ୟରେ ପୁଣି କରୋନା ଉପରମୁହାଁ ହୋଇଛି । ଯେଉଁଭଳି ଭାବରେ ପଜିଟିଭ ସଂକ୍ୟା ବଢ଼ି ବଢ଼ି ଚାଲିଛି, ଠିକ୍‌ ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ଏଥିରେ ବ୍ରେକ ଦେବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ତଥାପି ସଂକ୍ରମଣ ସଂଖ୍ୟା କମିବାର ନାଁ ଧରୁନି। ତେବେ ସତର୍କ ରହିବା ଆବଶ୍ୟକ ହୋଇପଡୁଛି।