Home ଆଞ୍ଚଳିକ ଆଜି ହାଇଦ୍ରାବାଦ-ମୁମ୍ବାଇ ମୁହାଁମୁହିଁ

ଆଜି ହାଇଦ୍ରାବାଦ-ମୁମ୍ବାଇ ମୁହାଁମୁହିଁ

22

୦୪/୦୫/୨୧ (ଜିଲ୍ଲା ଖବର) : ଆଜି ଆଇପିଏଲରେ ସନରାଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଟିଆନ୍ସ ମଧ୍ୟରେ ଜୋରଦାର ମ୍ୟାଚ ଦେଖିବାକୁ ମିଳିବ। ହାଇଦ୍ରାବାଦ ପାଇଂ ଏହି ମ୍ୟାଚ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଏହି ମ୍ୟାଚରେ ହାରିଲେ 2021 ପ୍ଲେ-ଅଫରୁ ଏକ ପ୍ରକାରର ବାଦ ପଡିବ। ଉଭୟ 7ଟି ଲେଖାଏଁ ମ୍ୟାଚ ଖେଳିଥିବାବେଲଳ 4ଟି ମ୍ୟାଚ ଜିତି ମୁମ୍ବାଇ ଚତୁର୍ଥ ସ୍ଥାନରେ ଥିବା ବେଳେ ଗୋଟିଏ ମ୍ୟାଚରେ ବିଜୟ ହୋଂ ହାଇଦ୍ରବାଦ ଅନ୍ତିମ ସ୍ଥାନରେ ଅଛି । ସମ୍ଭାବ୍ୟ ଏକାଦଶ (ହାଇଦ୍ରବାଦ): ଜନି ବେୟାରଷ୍ଟୋ (ଓ୍ଵିକେଟ କିପର), ମନୀଷ ପାଣ୍ଡେ, କେନ୍ ୱିଲିୟମସନ (ଅଧିନାୟକ), ବିଜୟ ଶଙ୍କର, କେଦାର ଯାଦବ, ଜେସନ ହୋଲ୍ଡର, ଅବଦୁଲ ସମାଦ, ରସିଦ ଖାନ, ଭୁବନେଶ୍ୱର କୁମାର, ଖାଲିଲ ଅହମ୍ମଦ, ବେସିଲ ଥାମ୍ପି, ସମ୍ଭାବ୍ୟ ଏକାଦଶ (ମୁମ୍ବାଇ ଇଣ୍ଡିଆନ୍ସ): କ୍ୱିଣ୍ଟନ୍ ଡି କକ୍ (ଓ୍ଵିକେଟ କିପର), ରୋହିତ ଶର୍ମା (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, କିରନ୍ ପୋଲାର୍ଡ, କ୍ରୁନାଲ ପାଣ୍ଡ୍ୟା, ହାର୍ଦ୍ଦିକ ପାଣ୍ଡ୍ୟା, ଜେମ୍ସ ନିଶାମ, ରାହୁଲ ଚହର, ଧାୱାଲ କୁଲକର୍ଣ୍ଣି, ଟ୍ରେଣ୍ଟ ବୋଲ୍ଟ, ଜସପ୍ରୀତ ବୁମ୍ରା