Sunday, November 15, 2026
Home ଆଞ୍ଚଳିକ ଦୁଇ ଦିନିଆ ବେଙ୍ଗଲ ଗସ୍ତରେ ଜେପି ନଡ୍ଡା

ଦୁଇ ଦିନିଆ ବେଙ୍ଗଲ ଗସ୍ତରେ ଜେପି ନଡ୍ଡା

12

ନୂଆଦିଲ୍ଲୀ,୦୪/୦୫/୨୧ (ଜିଲ୍ଲା ଖବର) : ଆଜିଠୁ ଦୁଇ ଦିନିଆ ବେଙ୍ଗଲ ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧକ୍ଷ  ଜେପି ନଡ୍ଡା। ବଙ୍ଗଳାରେ ଟିଏମସିର ହିଂସାର ବାସ୍ତବତାକୁ ଆକଳନ କରିବେ ନଡ୍ଡା।  ହିଂସା ଦ୍ୱାରା ପ୍ରଭାବିତ କାର୍ଯ୍ୟକର୍ତ୍ତା ଏବଂ ସେମାନଙ୍କ ପରିବାରକୁ ଭେଟିବେ ଏବଂ ଗଣତାନ୍ତ୍ରିକ ହିଂସାକୁ ବିରୋଧ କରିବେ। ନିର୍ବାଚନ ଫଳ ଆସିବା ପରେ ଟିଏମସି କର୍ଯ୍ୟକର୍ତା ରକ୍ତ ମୁଖା ହୋଇଛନ୍ତି ।