Wednesday, July 22, 2026
Home ଅପରାଧ 1008 କିଲୋଗ୍ରାମ ଗଞ୍ଜେଇ ଜବତ

1008 କିଲୋଗ୍ରାମ ଗଞ୍ଜେଇ ଜବତ

10

କୋରାପୁଟ,୦୪/୦୫/୨୧ (ଜିଲ୍ଲା ଖବର) : ପଣସ ବୋଝେଇ ଗାଡିରେ ଗଞ୍ଜେଇ ଚାଲାଣ । କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଏସଡିପିଓଙ୍କ ନେତୃତ୍ୱରେ ମାଛକୁଣ୍ଡ ଥାନା ପୋଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଏକ ଟ୍ରକରେ ପଣସ ପରିବହନ କରାଯାଉଥିବା ସମୟରେ ପ୍ରାୟ 1008 କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା । ଘଟଣାରେ ନନ୍ଦପୁର ପୋଲିସ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।