Friday, November 13, 2026
Home ଆଞ୍ଚଳିକ କମ୍ପୁଟର ହଲରେ ନିଆଁ

କମ୍ପୁଟର ହଲରେ ନିଆଁ

178

ବାଲିଗୁଡା,{ ସୁକାନ୍ତ କୁମାର ତ୍ରିପାଠୀ } : କନ୍ଧମାଳ ଜିଲ୍ଲା ବାଳିଗୁଡା ନିକଟସ୍ଥ ନୁଆଁ ସାହିର ଏକ କମ୍ପୁଟର ହଲରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର କଂପଟୁର ଜଳିଯାଇଛି | ଗତ ମାର୍ଚ୍ଚମାସ 2020 ଠାରୁ ବନ୍ଦ ଥିବା ଏହି ଆରେଜେ ଏଜୁକେସନାଲ ଇନଷ୍ଟିଛୁଟୁରେ ଗତକଲି ରବିବାର ସନ୍ଧ୍ୟା ସମୟରେ ବିଦ୍ୟୁତ ତାରରେ ନିଆଁ ଲାଗି ବହୁତ ବିଦ୍ୟୁତ ସାମଗ୍ରୀ ନଷ୍ଟ ହୋଇଯିବା ସହିତ ତିନଟି କମ୍ପୁଟର ଏବଂ ଟେବୁଲଗୁଡିକ ସମ୍ପୁର୍ଣ୍ଣ ଭାବରେ ଜଳିଯାଇଛି। ବହୁତ ସମ୍ପତି ନଷ୍ଟ ହୋଇଯାଇଛି। ଇନଷ୍ଟିଚ୍ୟୁଟର ଅଧକ୍ଷ ଅଭିଜିତ ମିଶ୍ର ପ୍ରକାଶ କରିଛନ୍ତି। ବାଳିଗୁଡା ସହର ସଟଡାଉନ ଥିବା ସମୟରେ ଲୋକଙ୍କ ଠାରୁ ଖବର ପାଇ ଆସି ନିଆଁକୁ ଆୟତ କାରିଥିଲେ। କିନ୍ତୁ ସମ୍ପୁର୍ଣ୍ଣ ଭାବେ ତାହା ଜଳି ନଷ୍ଟ ହୋଇଯାଇଥିଲା। କରୋନା ସମୟରେ ଇନଷ୍ଟିଚ୍ୟୁଟ ବନ୍ଦ ହୋଇ
ଅନେକ କ୍ଷତି ହୋଇଥିବା କହିଛନ୍ତି କମ୍ପୁଟର ମାଲିକି ଶ୍ରୀ ଅଭିଜିତି ମିଶ୍ର |