Thursday, November 12, 2026
Home ଆଞ୍ଚଳିକ ବିଷମକଟକ ପୋଲିସ ଦ୍ବାରା ୨୭୭ ଳିଟର ବିଦେଶି ମଦ ଜବତ ,ଜଣେ ଗିରଫ

ବିଷମକଟକ ପୋଲିସ ଦ୍ବାରା ୨୭୭ ଳିଟର ବିଦେଶି ମଦ ଜବତ ,ଜଣେ ଗିରଫ

169

ବିଷମକଟକ,୨/୫(ଜିଲ୍ଲା ଖଵର) : ରାୟଗଡା ଜିଲ୍ଲା ବିଷମକଟକ ପୋଲିସ ଦ୍ୱାରା ଦୁର୍ଗୀ ଗାରୁ ୨୭୭ ଲିଟର ବିଦେଶୀ ମଦ ଜବତ କରାଯାଇଥିବା ବେଳେ ଏଥିରେ ସପୃକ୍ତ ଥିବା ଜଣେ ବ୍ୟକ୍ତି ଙ୍କୁ ଗିରଫ କରାଯାଇଛି । ଜବତ ବିଦେଶି ମଦର ଆନୁମାନିକ ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ । କୌଣସି ସୁତ୍ରରୁ ଖବର ପାଇ ପୋଲିସ ଦୁର୍ଗୀ ଗାଁରେ ଚଢାଉ କରି ଅଭିଯୁକ୍ତ ଙ୍କ ଘରେ ବେଆଇନ ଭାବେ ରଖାଯାଇଥିବା ବିଦେଶି ମଦ ସହ ଏହି ମଦରେ ମିଶାଇବା ପାଇ ବ୍ୟବହୃତ ସ୍ପିରିଟ, କିଛି ଖାଲି ବୋତଲ ଓ ନାମିଦାମି କମ୍ପାନୀର ପ୍ରିଣ୍ଟେଡ କେପ ମଧ୍ୟ ଜବତ କରାଯାଇଛି, ଅନୁମାନ କରାଯାଉଛି ଯେ ଅଭିଯୁକ୍ତ ଜଣକ ଲୋକଙ୍କୁ ଏହି ସ୍ପିରିଟ ମିଶାଇ ମଦ ବିକ୍ରି କରୁଥାଇପାରନ୍ତି ଏ ନେଇଁ ପୋଲିସ ତଦନ୍ତ ଯାରି ରଖିଥିବା ବେଳେ ରାୟଗଡା ଏସ ପି ପ୍ରେସ ବିବୃତି ମାଧ୍ୟମରେ ଏହି ସୁଚନା ଦେଇଛନ୍ତି ।