Thursday, November 19, 2026
Home ଆଞ୍ଚଳିକ ଗୁମାଗଡ ଟ୍ରାକ୍ଟର ଓଲଟି ଯୁବକ ଗୁରୁତର

ଗୁମାଗଡ ଟ୍ରାକ୍ଟର ଓଲଟି ଯୁବକ ଗୁରୁତର

41

ବାଲିଗୁଡା,୧/୫{ ସୁକାନ୍ତ କୁମାର ତ୍ରିପାଠୀ } : କନ୍ଧମାଳ ଜିଲ୍ଲାରେ ଟ୍ରାକ୍ଟର ଦୁର୍ଘଟଣା ଦିନକୁ ଦିନ ବଢ଼ୁ ଥିବାର ଦେଖିବକୁ ମିଲୁଛି | କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅଧିନସ୍ଥ ଗୁମାଗଡ ନିକଟରେ ଏକ ଟ୍ରାକ୍ଟର ଓଲଟି ପଡିଥିଲା | ଏଥିରେ ଜଣେ ଶ୍ରମିକ ଗୁରୁତର ଆହତ ହୋଇ ଟିକାବାଲି ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇଥିଲେ ସେଠାରେ ଡ଼କ୍ଟର ଦେଖି ଗୁରୁତର ବ୍ୟକ୍ତି ଙ୍କୁ ବ୍ରହ୍ମପୁର ହସ୍ପିଟାଲ କୁ ପଠାଇଥିଲେ। ଦୁର୍ଘଟଣା ବ୍ୟକ୍ତି ଙ୍କ ନାମ ସୁନିଲି ନାଗ, ପିତା ଙ୍କ ନାମ ଦିଗାମ୍ବର ନାଗ, ସେ ଟିକାବାଲି ବ୍ଲକ ବେଡ଼ଅସୁଗା ଗ୍ରାମର ଵ୍ୟକ୍ତି ଅଟନ୍ତ |