Saturday, October 10, 2026
Home ଆଞ୍ଚଳିକ ଅଡ଼ିଅ କଲ୍‌ ଭାଇରାଲ ପରେ ହରଡ଼ଗଣାରେ ଚାନ୍ଦବାଲି ପୋଲିସ

ଅଡ଼ିଅ କଲ୍‌ ଭାଇରାଲ ପରେ ହରଡ଼ଗଣାରେ ଚାନ୍ଦବାଲି ପୋଲିସ

23

ଭଦ୍ରକ,୨୮/୦୪/୨୧ (ଜିଲ୍ଲା ଖବର) : ଚାକିରୀ କରିବ ପୋଲିସ ମାଛ ଖାଇବ ଇଲିସି । ଏହାର ଯର୍ଥାଥ ଉକ୍ତିକୁ ଦୋହରାଇଛନ୍ତି ଚାନ୍ଦବାଲି ଥାନାର ଏ ଏସ ଆଇ ହରେକୃଷ୍ଣ ପାଢ଼ୀ । ଚାନ୍ଦବାଲି ଥାନାର ଏ ଏସ ଆଇ ହରେକୃର୍ଷ୍ଣ ପାଢ଼ୀ ଜଣେ ଅଭଯୁକ୍ତଙ୍କୁ ଖସାଇ ଦେବା ସହ ତାର ନା କାଟିଦେବାକୁ ମାଗୁଛନ୍ତି ମୋଟା ଅଙ୍କର ଅର୍ଥ ଓ ଚିଙ୍ଗୁଡ଼ି ମାଛ । ଏମିତି ରୋଚକ ଅଡ଼ିଓ ଏବେ ଚାନ୍ଦବାଲିରେ ମୋବାଇଲରୁ ମୋବାଇଲ ଘୁରୁ ବୁଲୁଛି । ଅଡ଼ିଓଟି କିଛି ଦିନ ତଳର ବୋଲି ଚର୍ଚ୍ଚା ହେଉଛି । ତେବେ ଅଡ଼ିଓ କଲ ଘଟଣା ଅଗକୁ କି ରୂପ ନେଉଛି ଏବଂ ଏ ଏସ ଆଇ ଙ୍କ ଉପରେ ଜିଲ୍ଲା ପୋଲିସ ମୁଖିଆ କି ପଦକ୍ଷେପ ନେଉଛନ୍ତି ତା ତ ସମୟ କହିବ । ହେଲେ ତାଙ୍କୁ ତୁରନ୍ତ ବଦଳି କରିବା ପାଇଁ ସବୁ ମହଲରେ ଦାବୀ ଜୋର ଧରିଛି ।