Monday, November 16, 2026
Home ଆଞ୍ଚଳିକ ପଶ୍ଚିମବଙ୍ଗରୁ ଫେରନ୍ତାଙ୍କ ପାଇଁ ୧୪ ନୁହେଁ ୭ ଦିନ କ୍ୱାରେଣ୍ଟାଇନ

ପଶ୍ଚିମବଙ୍ଗରୁ ଫେରନ୍ତାଙ୍କ ପାଇଁ ୧୪ ନୁହେଁ ୭ ଦିନ କ୍ୱାରେଣ୍ଟାଇନ

8

ଭୁବନେଶ୍ୱର,୨୫/୦୪/୨୧(ଜିଲ୍ଲା ଖବର) : ପଶ୍ଚିମବଙ୍ଗରୁ ଫେରନ୍ତାଙ୍କ ଥିବା ନିୟମରେ କୋହଳ । ପୂର୍ବରୁ ଜାରି କରାଯାଇଥିବା କ୍ୱାରେଣ୍ଟିନ ନିୟମରେ ସରକାରଙ୍କ ପରିବର୍ତ୍ତନ । ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ୧୪ ଦିନ ସଙ୍ଗରୋଧରେ ରହିବାକୁ ନିୟମ ରହିଥିଲା । ବର୍ତ୍ତମାନ ୭ ଦିନ ପାଇଁ ସଙ୍ଗରୋଧରେ ରହିବାକୁ ପଡିବ । ଏନେଇ ଏସଆରସିଙ୍କ ପକ୍ଷରୁ ନୂଆ ବିଜ୍ଞପ୍ତି ଜାରି କରାଯାଇଛି ।