Monday, November 16, 2026
Home ଆଞ୍ଚଳିକ ସଟଡାଉନ ନିୟମ ଭାଙ୍ଗି ଫାଇନ ଗଣିଲେ ପ୍ରବାସୀ

ସଟଡାଉନ ନିୟମ ଭାଙ୍ଗି ଫାଇନ ଗଣିଲେ ପ୍ରବାସୀ

21

 ଭୁବନେଶ୍ୱର,୨୫/୦୪/୨୧(ଜିଲ୍ଲା ଖବର) : ସଟଡାଉନ ନିୟମ ଭାଙ୍ଗି ଫାଇନ ଗଣିଲେ ପ୍ରବାସୀ। 8ଜଣ ପ୍ରବାସୀ ବୋଲେରୋ ମାଧ୍ୟମରେ ସାଲେପୁର ଅଭିମୁଖେ ଯାଉଥିବା ବେଳେ 5ଶହ ଟଙ୍କା ଫାଇନ କାଟିଲା କମିଶନରେଟ ପୋଲିସ । ଏହି ପ୍ରବାସୀ ମାନେ ଟ୍ରେନରେ ଅହମଦାବାଦରୁ ଭୁବନେଶ୍ୱର ଆସିଥିଲେ। ପରେ ଷ୍ଟେସନରୁ ବୋଲେରୋ ମାଧ୍ୟମରେ ଘରକୁ ଯାଉଥିବା ବେଳେ ପୋଲିସ ହାତରେ ଧରାପଡିଥିବା ଜଣାପଡିଛି ।