Monday, November 16, 2026
Home ଆଞ୍ଚଳିକ ହୁତୁ ହୁତୁ ହୋଇ ଜଳିଗଲା ଟ୍ରଲର

ହୁତୁ ହୁତୁ ହୋଇ ଜଳିଗଲା ଟ୍ରଲର

27

ଭୁବନେଶ୍ୱର,୨୫/୦୪/୨୧(ଜିଲ୍ଲା ଖବର) : ଭୁବନେଶ୍ୱର ଇନଫୋସିଟି ଥାନା ଅଞ୍ଚଳରେ ଜଳି ଗଲା ଟ୍ରଲର । କେହି ଦୁର୍ବୁତ୍ତ ନିଆଁ ଲଗେଇ ଦେଇଥିବା ଆଶଙ୍କା କରାଯାଉଛି । ବିଳମ୍ବିତ ରାତ୍ରିରେ ନିଆଁ ଲାଗିଥିଲା । ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଛି । ପାଖରେ ଥିବା ଦୋକନ ଗୁଡିକ ଅଗ୍ନିକାଣ୍ଡରୁ ବର୍ତ୍ତିଯାଇଛି ।