Wednesday, October 14, 2026
Home ଆଞ୍ଚଳିକ ବାଲିଗୁଡ଼ା ରେ ବାଇକ ଟ୍ରାକ୍ଟର ମୁହାଁ ମୁହିଁ ବାଇକ ଚାଳକ ସହ ୨ ଆରୋହୀ ମୃତ

ବାଲିଗୁଡ଼ା ରେ ବାଇକ ଟ୍ରାକ୍ଟର ମୁହାଁ ମୁହିଁ ବାଇକ ଚାଳକ ସହ ୨ ଆରୋହୀ ମୃତ

644

ବାଲିଗୁଡା, ୨୪/୦୪/୨୧ (ଜିଲ୍ଲା ଖବର) : ବାଲିଗୁଡ଼ା ଉପଖଣ୍ଡ ବଡ଼ଗାଁ ରାସ୍ତା ରେ ଦେଖିବାକୁ ମିଳିଛି ଏକ ମର୍ମନ୍ତୁଦ ଦୁର୍ଘଟଣା |

ଦେଖନ୍ତୁ ଏ ବିଭତ୍ସ ଲୋମ ହର୍ଷଣ କାରୀ ଦୃଶ୍ୟକୁ, କିପରି ମୃତ ଶରୀରରୁ ହାତ ଓ ଗୋଡ଼ ଛିଡି ଅନ୍ୟତ୍ର ପଡ଼ି ଛି,ଘଟଣାନୁସାରେ ୩ ଜଣ ଯୁବକ ଗେବାପଦର ର ସାଗର ଦିଗାଲ, ଡକାରୀଗାଁ ର ରାଧାକାନ୍ତ ପୂଜାରୀ ଓ କୁଡ଼ତୁଲି ଗ୍ରାମ ଦଶରଥ ପ୍ରଧାନୀ ସିନ୍ଦିରୀ ଗାଁ ରୁ ବାଲିଗୁଡା ଅଭିମୁଖେ ଗତକାଲି ରାତି ପ୍ରାୟ 9ଟା ସମୟ ରେ ପଲସର ବାଇକରେ ବାଲିଗୁଡ଼ା ରୁ ଯାଉ ଥିବା ବେଳେ ବଡଗାଁ ନିକଟ ରେ ଏକ OR-127182 ନମ୍ବର ଟ୍ରାକ୍ଟର ସହ ମୁହାଁମୁହିଁ ହୋଇଥିଲା

ଘଟଣା ସ୍ଥଳରେ ୨ ଜଣ ଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିବା ବେଳେ ଜଣକର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନିଆଁଯାଇଥିଲା

ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ ଓ ଘଟଣାସ୍ଥଳ ରେ ବାଲିଗୁଡ଼ା ପୁଲିସ ପଞ୍ଚି ଘଟଣା ସମ୍ପର୍କ ରେ ଅଧିକ ତଦନ୍ତ ଚଳାଇଥିବା ଜଣାପଡିଛି |

ବାଲିଗୁଡା, ସୁକାନ୍ତ କୁମାର ତ୍ରିପାଠୀ