
ଭୁବନେଶ୍ୱର,୨୨/୦୪/୨୧ (ଜିଲ୍ଲା ଖବର) : ରାଜ୍ୟରେ ଭୟଙ୍କର ସ୍ଥିତି । ମାତ୍ର ୨୪ ଘଣ୍ଟାରେ ରାଜ୍ୟରୁ ୬୧୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାରି ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୧୧୩୨ ଜଣ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ।
https://platform.twitter.com/embed/Tweet.html?dnt=false&embedId=twitter-widget-0&features=eyJ0ZndfZXhwZXJpbWVudHNfY29va2llX2V4cGlyYXRpb24iOnsiYnVja2V0IjoxMjA5NjAwLCJ2ZXJzaW9uIjpudWxsfSwidGZ3X2hvcml6b25fdHdlZXRfZW1iZWRfOTU1NSI6eyJidWNrZXQiOiJodGUiLCJ2ZXJzaW9uIjpudWxsfX0%3D&frame=false&hideCard=false&hideThread=false&id=1385068271670423553&lang=en&origin=https%3A%2F%2Fargusnews.in%2Farticle%2Fodisha%2Fodisha-reports-6-thausand-corona-positive-case-today&sessionId=93a2b7714b588e0d0ceb250b9b5f002343fa17cc&theme=light&widgetsVersion=ff2e7cf%3A1618526400629&width=550px
ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୩୫୭୫ ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ଅଞ୍ଚଳରୁ ଅର୍ଥାତ ଲୋକାଲ କେସର ସଂଖ୍ୟା ରହିଛି ୨୫୮୯ । ଏ ସମସ୍ତ ଆକ୍ରାନ୍ତ ୩୦ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି 7 ମୁଣ୍ଡ ନେଇଛି ମହାମାରୀ ।


