
୨୦/୦୪/୨୧ (ଜିଲ୍ଲା ଖବର) : CBSE ପରେ ଏବେ ଦଶମ ବୋର୍ଡ ପରୀକ୍ଷା ବାତିଲା କଲା ICSE । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି CISCEର ନିଷ୍ପତ୍ତି । ସେପଟେ ଦ୍ୱାଦଶ ପରୀକ୍ଷା ସ୍ଥଗିତ ନିଷ୍ପତ୍ତି ଏବେ ବି କାଏମ ରହିଛି । ତେବେ ଏନେଇ ICSE ପକ୍ଷରୁ ସୂଚନା ଦିଆଯାଇଛି ।
ICSE cancels class 10 board examinations, in the wake of #COVID19 situation. The status of exams for class 12 remains the same as the previous order – Class 12 Exam (offline) will be conducted at a later date. pic.twitter.com/59yD583ShL — ANI (@ANI) April 20, 2021


