Wednesday, November 18, 2026
Home ଆଞ୍ଚଳିକ ଶିକାରୀ ଗୁଳିରେ ଜଙ୍ଗଲରେ ଜାଳେଣି କାଠ ଗୋଟାଉଥିବା ମହିଳା ଗୁରୁତର

ଶିକାରୀ ଗୁଳିରେ ଜଙ୍ଗଲରେ ଜାଳେଣି କାଠ ଗୋଟାଉଥିବା ମହିଳା ଗୁରୁତର

17

 ବ୍ରହ୍ମପୁର, ୧୯/୦୪/୨୧ (ଜିଲ୍ଲା ଖବର) : ଶିକାରୀ ଗୁଳିରେ ଜଙ୍ଗଲରେ ଜାଳେଣି କାଠ ଗୋଟାଉଥିବା ମହିଳା ଗୁରୁତର। ପୋଲିସ ଭୟରେ ଚିକିତ୍ସା ପାଇଁ ମହିଳାଙ୍କୁ ଶିକାରୀ ନ ଛାଡି ହେପାଜତରେ ରଖିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜରଡା ଥାନା ଡାବୁଥାଳି ଗାଁରେ ।  ଏନେଇ ମହିଳାଙ୍କ ବାପା ନିଜ ଗାଁ କମିଟି ସହ ଜରଡ଼ା ଥାନାରେ ଝିଅକୁ ଉଦ୍ଧାର ପାଇଁ ଏତଲା ଦେଇଛନ୍ତି ।  ଅନ୍ୟପଟେ ଏନେଇ ଜରଡା ଥାନା ଅଧିକାରୀ କୌଣସି ଅଭିଯୋଗ ପାଇନଥିବା କହିଛନ୍ତି ।