Friday, November 13, 2026
Home ଆଞ୍ଚଳିକ ମା’ ତାରାତାରିଣୀଙ୍କ ଯାତ୍ରା ସମ୍ପୂର୍ଣ୍ଣ ବନ୍ଦ କଲା ଜିଲ୍ଲା ପ୍ରଶାସନ

ମା’ ତାରାତାରିଣୀଙ୍କ ଯାତ୍ରା ସମ୍ପୂର୍ଣ୍ଣ ବନ୍ଦ କଲା ଜିଲ୍ଲା ପ୍ରଶାସନ

9

ବ୍ରହ୍ମପୁର,୧୯/୦୪/୨୧ (ଜିଲ୍ଲା ଖବର) :  ଆସନ୍ତାକାଲି ମା’ ତାରାତାରିଣୀଙ୍କ ଯାତ୍ରା ସମ୍ପୂର୍ଣ୍ଣ ବନ୍ଦ କଲା ଜିଲ୍ଲା ପ୍ରଶାସନ। ମା’ ଙ୍କ ଦର୍ଶନ ନିମନ୍ତେ ଯାଇପାରିବେ ନାହିଁ କୌଣସି ଭକ୍ତ । ସର୍ବସାଧାରଣଙ୍କ ଦର୍ଶନ ଉପରେ କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ । କେବଳ ମା’ଙ୍କ ରୀତିନୀତିରେ ହିଁ କରାଯିବାକୁ ନିର୍ଦ୍ଦେଶ ରହିଛି । ଆସନ୍ତାକାଲି ଚୈତ୍ର  ଯାତ୍ରାର ଚତୁର୍ଥ ମଙ୍ଗଳବାର । ତେଣୁ ମନ୍ଦିରରେ ଭକ୍ତଙ୍କ ଭିଡ଼କୁ ଆଶଙ୍କା କରି କଟକଣା ଲଗାଯାଇଛି ।