
ବିଷମକଟକ,୧୬/୪(ଜିଲ୍ଲା ଖଵର) : ବିଷମକଟକ ବ୍କକ୍ ଅନ୍ତର୍ଗତ ହାଟମୁନିଗୁଡା ଶୈବପୀଠ ରେ ଯୁବ ବିକାଶ ପରିଷଦ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ରାୟଗଡ଼ା ଜିଲ୍ଲା ଯୁବ ବିକାଶ ପରିଷଦ ର ସଭାପତି ଶୀବାଜୀ ଦାସ ଙ୍କ ଆହ୍ୱାନ କ୍ରମେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ବିଷମକଟକ ବ୍କକ୍ ର ଯୁବ ପରିଷଦ ର ସାଖା କୁ ନେଇ ଆଲୋଚନା ହୋଇଥିଲା। ଉପସ୍ଥିତ ସଭ୍ୟ ଗୈତମ୍ ଉଲାକା, ପ୍ରସନ କୁମାର ପଣ୍ଡା, କାସି ନାଥ ପାଳ, ରମାକାନ୍ତ ପାଳ, ମିଟୁ ମହାପାତ୍ର, କୈଳାସ ଲାବଲା,ନରେଶ କୁମାର ପାତ୍ର ଙ୍କୁ ଯୁବ ବିକାଶ ପରିଷଦ ର ସଭ୍ୟ ଭାବେ ମନୋନୀତ କରାଯାଇଛି।ଏହି ବୈଠକରେ ସମସ୍ତ ସଭ୍ୟ ମାନଙ୍କ ଉପସ୍ଥିତ କ୍ରମେ ପ୍ରଥମେ ବିଷମକଟକ ବ୍କକ୍ ଯୁବ ବିକାଶ ପରିଷଦ ର ସାଖା ଦାଇତ୍ଵ ହସ୍ତାନ୍ତର ପାଇଁ ଆଲୋଚନା କରାଯାଇ ଥିଲା।ସମସ୍ତ ସଭ୍ୟ ଙ୍କ ଉପସ୍ଥିତ ସହମତି କ୍ରମେ ପ୍ରସନ କୁମାର ପଣ୍ଡା ଙ୍କୁ ବିଷମକଟକ ବ୍କକ୍ ସଭାପତି, କାସି ନାଥ ପାଳ ଙ୍କୁ ଉପ ସଭାପତି ଓ ରଜନୀକାନ୍ତ ପାଳ ଙ୍କୁ ସମ୍ପାଦକ ଭାବେ ଦାଇତ୍ୱ ପ୍ରଦାନ କରାଯାଇଛି। ନୂତନ ସଭ୍ୟ ମାନଙ୍କ ଚୟନ ପରେ ବିଷମକଟକ ବ୍କକ୍ ସ୍ତରିୟ ସମସ୍ୟା ଙ୍କୁ ନେଇ କିଭଳି ପ୍ରଶାସନ ପାଖରେ ପହଞ୍ଚାଇବା ପାଇଁ ସହ ସାଧାରଣ ଜନତା ଙ୍କ ମୈଳିକ ସମସ୍ୟା କୁ ସୁଧାରି ବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଯୁବ ବିକାଶ ପରିଷଦ ବିଷମକଟକ ଶାଖା ପକ୍ଷରୁ କାର୍ଯ୍ୟ କରିବା ପାଇଁ ଆଲୋଚନା କରାଗଲା।
ରିପୋର୍ଟ,ପ୍ରସନ କୁମାର ପଣ୍ଡା


