Wednesday, October 14, 2026
Home ଆଞ୍ଚଳିକ ଆଜି ଚଇତି ପର୍ବର ଅନ୍ତିମ ଦିନ, ସୁନାବେଶରେ ଦର୍ଶନ ଦେବେ ମା’ ଘଟଗାଁ ତାରିଣୀ

ଆଜି ଚଇତି ପର୍ବର ଅନ୍ତିମ ଦିନ, ସୁନାବେଶରେ ଦର୍ଶନ ଦେବେ ମା’ ଘଟଗାଁ ତାରିଣୀ

27

କେନ୍ଦୁଝର, ୧୫/୦୪/୨୧ (ଜିଲ୍ଲା ଖବର) :  ଆଜି ଚଇତି ପର୍ବର ଅନ୍ତିମ ଦିନ । ସୁନାବେଶରେ ଦର୍ଶନ ଦେବେ ମାଆ ଘଟଗାଁ ତାରିଣୀ । କୋରୋନା କଟକଣା ମଧ୍ୟରେ ଗତ 9 ତାରିଖରୁ ଆରମ୍ଭ ହୋଇଛି ମାଙ୍କର ଚଇତି ପର୍ବ । ଗତକାଲି 6ଷ୍ଠ ଦିବସରେ ମାଆଙ୍କ ସ୍ୱତନ୍ତ୍ର ନୀତିକାନ୍ତି କରାଯାଇଥିଲା । ପ୍ରବଳ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମା ତାରିଣୀଙ୍କ ମନ୍ଦିର  ବନ୍ଦ ରଖାଯାଇଥିଲା । ଆଜି ସୁନା ବେଶରେ ଦର୍ଶନ ଦେବେ ମା’ ।