Wednesday, November 18, 2026
Home ଆଞ୍ଚଳିକ ଦୁଇଜଣ ପଜିଟିଭ୍‌ ଚିହ୍ନଟ ପରେ ପ୍ରଶାସନ ଘୋଷଣାକଲା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌‌

ଦୁଇଜଣ ପଜିଟିଭ୍‌ ଚିହ୍ନଟ ପରେ ପ୍ରଶାସନ ଘୋଷଣାକଲା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌‌

84

ବାଲିଗୁଡା,୧୦/୪ { ସୁକାନ୍ତ କୁମାର ତ୍ରିପାଠୀ } : ଦୁଇଜଣ ପଜିଟିଭ୍‌ ଚିହ୍ନଟ ହେବା ପରେ ପ୍ରଶାସନ ଘୋଷଣାକଲା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌‌ ପ୍ରଶାସନ ପକ୍ଷରୁ ଚଣାପଦରର ଗୋଟିଏ ଅଞ୍ଚଳକୁ ସାତଦିନ ପର୍ଯ୍ୟନ୍ତ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରିଛି ପ୍ରଶାସନ । ସେପଟେ ଦିନକୁ ଦିନ ରାଜ୍ୟରେ ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ମୁଖ୍ୟମନ୍ତ୍ରୀ ୧୪ ଦିନିଆ ସ୍ପେଶାଲ ଡ୍ରାଇଭ୍‌ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଦାରିଙ୍ଗବାଡି, କ.ନୂଆଗାଁ, ବାଲିଗୁଡ଼ା,ତୁମୁଡ଼ିବନ୍ଧ, କୋଟଗଡ଼ ପ୍ରଭୁତି ଅଞ୍ଚଳରେ ପୋଲିସ୍‌ ପକ୍ଷରୁ ମାସ୍କ ଚେକିଂ ଓ ସାମାଜିକ ଦୂରତାକୁ କଡ଼ାକଡ଼ି ଭାବେ ପାଳନ କରାଯାଇଛି ଓ ଅମାନିଆଙ୍କ ନିକଟରୁ ଫାଇନ୍‌ ମଧ୍ୟ ଆଦାୟ କରାଯାଉଥିବା ସୂଚନା ମିଳିଛି ।

.